Read in English
 
+91-9861821244
grievancekhordha@gmail.com
Naveen Patnaik
ଶ୍ରୀଯୁକ୍ତ ସିତାଂଶୁ କୁମାର ରାଉତ
ଜିଲ୍ଲାପାଳ, ଖୋର୍ଦ୍ଧା
   

ସରକାରଙ୍କ ଆଭିମୁଖ୍ୟ :

  ସଠିକ୍ ସମୟରେ ସମସ୍ତ ସରକାରୀ ସେବା ଯୋଗାଇଦେବା

  ସରକାରୀ କାର୍ଯ୍ୟାଳୟର କାର୍ଯ୍ୟାକାରିତା ଉପରେ ଜନ ସାଧାରଣଙ୍କ ମତାମତ ସଂଗ୍ରହ

  ସରକାରୀ କର୍ମଚାରୀଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଓ ଆଚରଣରେ ପରିବର୍ତ୍ତନ

  ସରକାରୀ ଯୋଜନା ସଂପର୍କରେ ଜନସଚେତନତା ସୃଷ୍ଟି କରିବା

  ସ୍କୁଲ-କଲେଜଗୁଡ଼ିକର ଉନ୍ନତିକରଣ

  ଡାକ୍ତରଖାନାଗୁଡ଼ିକରେ ରୋଗୀସେବାକୁ ପ୍ରଧାନ୍ୟ

  ପ୍ରତ୍ୟେକ ଗ୍ରାମକୁ ପକ୍କା ସଡ଼କ ସଂଯୋଗ

  ସ୍ୱଚ୍ଛ ଓଡ଼ିଶା ଓ ସବୁଜ ଓଡ଼ିଶା

  ସରକାରୀ କାର୍ଯ୍ୟାଳୟର କାର୍ଯ୍ୟାଦକ୍ଷତା ଓ ବ୍ୟାପକ ପରିବର୍ତ୍ତନ କରି
     ଜନ ସାଧାରଣାଙ୍କୁ ତ୍ୱରିତ ସେବା ଯୋଗାଇଦେବା


image image